Thursday, 4 April 2019

ଦେବାଳିଆ ସ୍ଥିତିରେ ପାକିସ୍ତାନ


ଇସଲାମାବାଦ,୪।୪: ପାକିସ୍ତାନର ମୂଳ ଋଣଭାର ଏବେ ଏତେ ବଢି ଯାଇଛି ଯେ ଦେଶ ଦେବାଳିଆ ପରିସ୍ଥିତିର ଖୁବ୍‌ ନିକଟ ହୋଇଛି ବୋଲି କହିଛନ୍ତି ପାକିସ୍ତାନ ଅର୍ଥମନ୍ତ୍ରୀ ଅସଦ ଉମର। ସୋସିଆଲ ମିଡିଆରେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ହୋଇଥିବା ଏକ ଆଲୋଚନାରେ ଉମର ଏହା ପ୍ରକାଶ କରିଛନ୍ତି। ତେବେ ଏହା କି ଗରିବ କି ଧନୀ ସମସ୍ତଙ୍କ ଉପରେ ପ୍ରଭାବ ପକାଇଛି ବୋଲି ମଧ୍ୟ ସେ କହିଛନ୍ତି। 

No comments:

Post a Comment